or_tn/rev/22/14.md

800 B

Connecting Statement:

ଯୀଶୁ ଆପଣାର ଶେଷ ନମସ୍କାର ଜଣାଇବା ଜାରି ରଖିଛନ୍ତି I

those who wash their robes

ଧାର୍ମିକ ହେବା ବିଷୟରେ କୁହାଯାଏ ଯେପରି ଏହା ଜଣକର ବସ୍ତ୍ର ଧୌତ କରିବା I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୭:୧୪ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଧାର୍ମିକ ହୋଇଛନ୍ତି, ଯେପରି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି” (ଦେଖ: rc://*/ta/man/translate/figs-metaphor)