or_tn/rev/07/14.md

1.3 KiB

have come out of the great tribulation

ମହାକ୍ଲେଶରୁ ବାହାରି ଆସିଛନ୍ତି କିମ୍ବା “ମହାକ୍ଲେଶ ମଧ୍ୟଦେଇ ଜୀବନ ଯାପନ କରିଛନ୍ତି”

the great tribulation

ଅତିଶୟ ଦୁଃଖଭୋଗ ସମୟ କିମ୍ବା “ଯେଉଁ ସମୟରେ କି ଲୋକମାନେ ଅତିଶୟ ଦୁଃଖଭୋଗ କରିବେ”

They have washed their robes and made them white in the blood of the Lamb

ମେଷଶାବକଙ୍କ ରକ୍ତ ଦ୍ବାରା ଧାର୍ମିକ ଗଣିତ ହେବା ବିଷୟ କୁହାଯାଏ ଯେପରି ସେମାନେ ତାହାଙ୍କ ରକ୍ତରେ ଧୌତ ହୋଇଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ରକ୍ତରେ ଆପଣା ଆପଣାକୁ ଧୌତକରି ଶୁକ୍ଲ କରିବା ଦ୍ବାରା ଧାର୍ମିକ ହୋଇ ଅଛନ୍ତି” (ଦେଖ: rc://*/ta/man/translate/figs-metaphor)

the blood of the Lamb

ଏଠାରେ “ରକ୍ତ” ମେଷଶାବକଙ୍କ ମୃତ୍ୟୁକୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-metonymy)