# have come out of the great tribulation ମହାକ୍ଲେଶରୁ ବାହାରି ଆସିଛନ୍ତି କିମ୍ବା “ମହାକ୍ଲେଶ ମଧ୍ୟଦେଇ ଜୀବନ ଯାପନ କରିଛନ୍ତି” # the great tribulation ଅତିଶୟ ଦୁଃଖଭୋଗ ସମୟ କିମ୍ବା “ଯେଉଁ ସମୟରେ କି ଲୋକମାନେ ଅତିଶୟ ଦୁଃଖଭୋଗ କରିବେ” # They have washed their robes and made them white in the blood of the Lamb ମେଷଶାବକଙ୍କ ରକ୍ତ ଦ୍ବାରା ଧାର୍ମିକ ଗଣିତ ହେବା ବିଷୟ କୁହାଯାଏ ଯେପରି ସେମାନେ ତାହାଙ୍କ ରକ୍ତରେ ଧୌତ ହୋଇଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ରକ୍ତରେ ଆପଣା ଆପଣାକୁ ଧୌତକରି ଶୁକ୍ଲ କରିବା ଦ୍ବାରା ଧାର୍ମିକ ହୋଇ ଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]]) # the blood of the Lamb ଏଠାରେ “ରକ୍ତ” ମେଷଶାବକଙ୍କ ମୃତ୍ୟୁକୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-metonymy]])