or_tn/rev/22/13.md

2.5 KiB
Raw Permalink Blame History

the alpha and the omega, the first and the last, the beginning and the end

ଏହି ତିନୋଟି ବାକ୍ୟାଂଶ ଏକାଭଳି ଅର୍ଥ ପ୍ରକାଶ କରୁଛି ଓ ଗୁରୁତ୍ବ ଦିଅନ୍ତି ଯେ ଯୀଶୁ ସର୍ବଦା ରହିଛନ୍ତି ଓ ସର୍ବଦା ରହିବେ I (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-merism]])

the alpha and the omega

ଏଗୁଡିକ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଓ ଶେଷ ଅକ୍ଷର I ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସମସ୍ତ ବିଷୟ ଆରମ୍ଭ କଲେ ଓ ଯେ ସମସ୍ତ ବିଷୟ ଶେଷ କରନ୍ତି” କିମ୍ବା ) “ଯେ ସର୍ବଦା ଜୀବିତ ହୋଇ ରହିଛନ୍ତି ଓ ଯେ ସର୍ବଦା ଜୀବିତ ରହିବେ I” ଯଦି ଏହା ପାଠକମାନଙ୍କ ନିମନ୍ତେ ଅସ୍ପଷ୍ଟ ହେବ, ତେବେ ତୁମ ଭାଷାର ବର୍ଣ୍ଣମାଳାରେ ଥିବା ପ୍ରଥମ ଓ ଶେଷ ଅକ୍ଷର ବ୍ୟବହାର କରିପାରିବ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୮ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କ ଓ କ୍ଷ” କିମ୍ବା “ପ୍ରଥମ ଓ ଶେଷ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-merism]])

the first and the last

ଏହା ଯୀଶୁଙ୍କର ଅନନ୍ତ ପ୍ରକୃତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୭ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-merism)

the beginning and the end

ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସବୁ ବିଷୟର ଆରମ୍ଭ କଲେ ଓ ଯେ ସବୁ ବିଷୟର ଶେଷ ଘଟାଇବେ” କିମ୍ବା ) “ଯେ ସମସ୍ତ ବିଷୟର ପୂର୍ବରୁ ଅଛନ୍ତି ଓ ଯେ ସମସ୍ତ ବିଷୟର ପରେ ରହିବେ I” ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୨୧:୬ରେ ଅନୁବାଦ କରିଅଛ I