or_tn/rev/22/01.md

20 lines
1.3 KiB
Markdown

# Connecting Statement:
ଦୂତ ତାହାଙ୍କୁ ଦେଖାଇବା ପ୍ରକାରେ ଯୋହନ ନୂତନ ଯିରୂଶାଲମକୁ ବର୍ଣ୍ଣନା କରି ଚାଲିଛନ୍ତି I
# showed me
ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I
# the river of the water of life
ଜୀବନଦାୟକ ଜଳ ପ୍ରବାହିତ ହେଉଥିବା ନଦୀ
# the water of life
ଅନନ୍ତ ଜୀବନ ବିଷୟରେ କୁହାଯାଏ ଯେପରି ଏହା ଜୀବନଦାୟକ ଜଳ ଦ୍ବାରା ମିଳିଥାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୨୧:୬](../21/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metaphor]])
# the Lamb
ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ବରୁପ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])