or_tn/rev/22/01.md

1.3 KiB

Connecting Statement:

ଦୂତ ତାହାଙ୍କୁ ଦେଖାଇବା ପ୍ରକାରେ ଯୋହନ ନୂତନ ଯିରୂଶାଲମକୁ ବର୍ଣ୍ଣନା କରି ଚାଲିଛନ୍ତି I

showed me

ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I

the river of the water of life

ଜୀବନଦାୟକ ଜଳ ପ୍ରବାହିତ ହେଉଥିବା ନଦୀ

the water of life

ଅନନ୍ତ ଜୀବନ ବିଷୟରେ କୁହାଯାଏ ଯେପରି ଏହା ଜୀବନଦାୟକ ଜଳ ଦ୍ବାରା ମିଳିଥାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୨୧:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)

the Lamb

ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କର ନିଦର୍ଶନ ସ୍ବରୁପ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)