or_tn/rev/21/27.md

1.3 KiB

nothing unclean will ever enter into it, nor anyone

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଶୁଚି, ତାହା ହିଁ ସର୍ବଦା ପ୍ରବେଶ କରିବ, ଆଉ କଦାପି ଅଶୁଚି କେହି ପ୍ରବେଶ କରିବା ନାହିଁ” (ଦେଖ: rc://*/ta/man/translate/figs-doublenegatives)

but only those whose names are written in the Lamb's Book of Life

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମାତ୍ର ଯେଉଁମାନଙ୍କ ନାମ ମେଷଶାବକ ଆପଣା ଜୀବନ ପୁସ୍ତକରେ ଲେଖିଥିଲେ, କେବଳ ସେମାନେ” (ଦେଖ: rc://*/ta/man/translate/figs-activepassive)

the Lamb

ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)