# nothing unclean will ever enter into it, nor anyone ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ଶୁଚି, ତାହା ହିଁ ସର୍ବଦା ପ୍ରବେଶ କରିବ, ଆଉ କଦାପି ଅଶୁଚି କେହି ପ୍ରବେଶ କରିବା ନାହିଁ” (ଦେଖ: [[rc://*/ta/man/translate/figs-doublenegatives]]) # but only those whose names are written in the Lamb's Book of Life ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମାତ୍ର ଯେଉଁମାନଙ୍କ ନାମ ମେଷଶାବକ ଆପଣା ଜୀବନ ପୁସ୍ତକରେ ଲେଖିଥିଲେ, କେବଳ ସେମାନେ” (ଦେଖ: [[rc://*/ta/man/translate/figs-activepassive]]) # the Lamb ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])