or_tn/rev/21/19.md

873 B

The foundations of the wall were adorned

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପ୍ରାଚୀରର ଭିତ୍ତିମୂଳକୁ ଭୂଷିତ କରିଅଛି” (ଦେଖ: rc://*/ta/man/translate/figs-activepassive)

jasper ... sapphire ... agate ... emerald

ଏଗୁଡିକ ବହୁମୂଲ୍ୟ ପଥର ଅଟନ୍ତି I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-unknown)