# The foundations of the wall were adorned ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପ୍ରାଚୀରର ଭିତ୍ତିମୂଳକୁ ଭୂଷିତ କରିଅଛି” (ଦେଖ: [[rc://*/ta/man/translate/figs-activepassive]]) # jasper ... sapphire ... agate ... emerald ଏଗୁଡିକ ବହୁମୂଲ୍ୟ ପଥର ଅଟନ୍ତି I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୩](../04/03.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]])