or_tn/rev/21/11.md

1.3 KiB

Jerusalem

ଏହା “ସ୍ବର୍ଗରୁ ଅବତରଣ କରୁଥିବା ଯିରୂଶାଲମକୁ ବୁଝାଏ, ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କରିଛନ୍ତି ଓ ତାହା ଆକ୍ଷରିକ ଯିରୂଶାଲମ ନୁହେଁ I

like a very precious jewel, like a stone of crystal-clear jasper

ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରନ୍ତି I ଦ୍ବିତୀୟଟି ଏକ ବିଶେଷ ପ୍ରକାର ମଣିର ନାମ ନେଇ ଯିରୂଶାଲମର ଜ୍ୟୋତିଃର ଗୁରୁତ୍ବ ଦେଉଛି I (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/writing-symlanguage]])

crystal-clear

ଅତି ସ୍ବଚ୍ଛ

jasper

ଏହା ଏକ ବହୁମୂଲ୍ୟ ପଥର ଅଟେ I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୪:୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-unknown)