or_tn/rev/21/11.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Jerusalem
ଏହା “ସ୍ବର୍ଗରୁ ଅବତରଣ କରୁଥିବା ଯିରୂଶାଲମକୁ ବୁଝାଏ, ଯାହା ସେ ପୂର୍ବ ପଦରେ ବର୍ଣ୍ଣନା କରିଛନ୍ତି ଓ ତାହା ଆକ୍ଷରିକ ଯିରୂଶାଲମ ନୁହେଁ I
# like a very precious jewel, like a stone of crystal-clear jasper
ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରନ୍ତି I ଦ୍ବିତୀୟଟି ଏକ ବିଶେଷ ପ୍ରକାର ମଣିର ନାମ ନେଇ ଯିରୂଶାଲମର ଜ୍ୟୋତିଃର ଗୁରୁତ୍ବ ଦେଉଛି I (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/writing-symlanguage]])
# crystal-clear
ଅତି ସ୍ବଚ୍ଛ
# jasper
ଏହା ଏକ ବହୁମୂଲ୍ୟ ପଥର ଅଟେ I ସୂର୍ଯ୍ୟକାନ୍ତ ମଣି କାଚ କିମ୍ବା ସ୍ଫଟିକ ସଦୃଶ ସ୍ବଚ୍ଛ ହୋଇ ଥାଇପାରେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୩](../04/03.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]])