or_tn/rev/21/09.md

982 B

the bride, the wife of the Lamb

ଦୂତ ଯିରୂଶାଲମ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ସ୍ତ୍ରୀଲୋକ ଯେ କି ଆପଣା ବର, ଅର୍ଥାତ୍ ମେଷଶାବକଙ୍କୁ ବିବାହ କରିବା ନିମନ୍ତେ ପ୍ରସ୍ତୁତ ଅଟେ I ଏଠାରେ ଯିରୂଶାଲମ ସେମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଏଠାରେ ବାସ କରିବେ I

the Lamb

ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନ ଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-personification)