or_tn/rev/21/09.md

8 lines
982 B
Markdown
Raw Permalink Normal View History

2020-11-19 00:15:53 +00:00
# the bride, the wife of the Lamb
ଦୂତ ଯିରୂଶାଲମ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ସ୍ତ୍ରୀଲୋକ ଯେ କି ଆପଣା ବର, ଅର୍ଥାତ୍ ମେଷଶାବକଙ୍କୁ ବିବାହ କରିବା ନିମନ୍ତେ ପ୍ରସ୍ତୁତ ଅଟେ I ଏଠାରେ ଯିରୂଶାଲମ ସେମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଏଠାରେ ବାସ କରିବେ I
# the Lamb
ଏହା ଏକ ମେଷଶାବକ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନ ଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-personification]])