or_tn/rev/21/06.md

16 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the alpha and the omega, the beginning and the end
ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରେ ଓ ଈଶ୍ବରଙ୍କ ଅନନ୍ତ ସ୍ବଭାବକୁ ଗୁରୁତ୍ବ ଦିଏ I (ଦେଖ: [[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-merism]])
# the alpha and the omega
ଏଗୁଡିକ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଓ ଶେଷ ଅକ୍ଷର ଅଟନ୍ତି I ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସବୁ ବିଷୟର ଆରମ୍ଭ କଲେ ଓ ଯେ ସବୁ ବିଷୟର ଶେଷ କରନ୍ତି” କିମ୍ବା ) “ଯେ ସର୍ବଦା ଜୀବିତ ହୋଇ ରହିଛନ୍ତି ଓ ଯେ ସର୍ବଦା ଜୀବିତ ରହିବେ I” ଯଦି ଏହା ପାଠକମାନଙ୍କ ନିମନ୍ତେ ଅସ୍ପଷ୍ଟ ହେବ, ତେବେ ତୁମ ଭାଷାର ବର୍ଣ୍ଣମାଳାରେ ଥିବା ପ୍ରଥମ ଓ ଶେଷ ଅକ୍ଷର ବ୍ୟବହାର କରିପାରିବ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୮](../01/08.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କ ଓ କ୍ଷ” କିମ୍ବା “ପ୍ରଥମ ଓ ଶେଷ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-merism]])
# the beginning and the end
ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସବୁ ବିଷୟର ଆରମ୍ଭ କଲେ ଓ ଯେ ସବୁ ବିଷୟର ସମାପ୍ତି ଘଟାଇବେ” କିମ୍ବା ) “ଯେ ସମସ୍ତ ବିଷୟର ଆରମ୍ଭରୁ ଅଛନ୍ତି ଓ ଯେ ସମସ୍ତ ବିଷୟର ପରେ ମଧ୍ୟ ରହିବେ I”
# To the one who thirsts ... water of life
ଅନନ୍ତ ଜୀବନ ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷ ବିଷୟରେ ଈଶ୍ବର କହନ୍ତି ଯେପରି ଏହା ଏକ ତୃଷା ଓ ଅନନ୍ତ ଜୀବନ ପ୍ରାପ୍ତ କରୁଥିବା ବ୍ୟକ୍ତି ବିଷୟରେ ସେ କହନ୍ତି ଯେପରି ସେ ଜୀବନଦାୟକ ଜଳ ପାନ କରୁଅଛି I (ଦେଖ: [[rc://*/ta/man/translate/figs-metaphor]])