# the alpha and the omega, the beginning and the end ଏହି ଦୁଇଟି ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥ ପ୍ରକାଶ କରେ ଓ ଈଶ୍ବରଙ୍କ ଅନନ୍ତ ସ୍ବଭାବକୁ ଗୁରୁତ୍ବ ଦିଏ I (ଦେଖ: [[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-merism]]) # the alpha and the omega ଏଗୁଡିକ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଓ ଶେଷ ଅକ୍ଷର ଅଟନ୍ତି I ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସବୁ ବିଷୟର ଆରମ୍ଭ କଲେ ଓ ଯେ ସବୁ ବିଷୟର ଶେଷ କରନ୍ତି” କିମ୍ବା ୨) “ଯେ ସର୍ବଦା ଜୀବିତ ହୋଇ ରହିଛନ୍ତି ଓ ଯେ ସର୍ବଦା ଜୀବିତ ରହିବେ I” ଯଦି ଏହା ପାଠକମାନଙ୍କ ନିମନ୍ତେ ଅସ୍ପଷ୍ଟ ହେବ, ତେବେ ତୁମ ଭାଷାର ବର୍ଣ୍ଣମାଳାରେ ଥିବା ପ୍ରଥମ ଓ ଶେଷ ଅକ୍ଷର ବ୍ୟବହାର କରିପାରିବ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୮](../01/08.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “କ ଓ କ୍ଷ” କିମ୍ବା “ପ୍ରଥମ ଓ ଶେଷ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-merism]]) # the beginning and the end ସମ୍ଭାବିତ ଅର୍ଥ ଗୁଡିକ ୧) “ଯେ ସବୁ ବିଷୟର ଆରମ୍ଭ କଲେ ଓ ଯେ ସବୁ ବିଷୟର ସମାପ୍ତି ଘଟାଇବେ” କିମ୍ବା ୨) “ଯେ ସମସ୍ତ ବିଷୟର ଆରମ୍ଭରୁ ଅଛନ୍ତି ଓ ଯେ ସମସ୍ତ ବିଷୟର ପରେ ମଧ୍ୟ ରହିବେ I” # To the one who thirsts ... water of life ଅନନ୍ତ ଜୀବନ ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷ ବିଷୟରେ ଈଶ୍ବର କହନ୍ତି ଯେପରି ଏହା ଏକ ତୃଷା ଓ ଅନନ୍ତ ଜୀବନ ପ୍ରାପ୍ତ କରୁଥିବା ବ୍ୟକ୍ତି ବିଷୟରେ ସେ କହନ୍ତି ଯେପରି ସେ ଜୀବନଦାୟକ ଜଳ ପାନ କରୁଅଛି I (ଦେଖ: [[rc://*/ta/man/translate/figs-metaphor]])