or_tn/rev/21/04.md

675 B

He will wipe away every tear from their eyes

ଏଠାରେ ଲୋତକ ଦୁଃଖକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୭:୧୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଲୋତକ ପୋଛିବା ସଦୃଶ ସେମାନଙ୍କର ଦୁଃଖ ପୋଛିଦେବେ” କିମ୍ବା “ଈଶ୍ବର ସେମାନଙ୍କ ପ୍ରତି ଆଉ ଦୁଃଖ ଦେବା ବିଷୟ ଘଟାଇବେ ନାହିଁ” (ଦେଖ: rc://*/ta/man/translate/figs-metonymy)