or_tn/rev/07/17.md

2.5 KiB

their ... them

ଏହି ଶବ୍ଦଗୁଡିକ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି I

the Lamb at the center of the throne

ମେଶଶାବକ, ଯେ ସିଂହାସନସ୍ଥିତ ମଧ୍ୟ ସ୍ଥଳରେ ଠିଆ ହୁଅନ୍ତି

For the Lamb ... will be their shepherd

ଆପଣା ଲୋକମାନଙ୍କ ପ୍ରତି ମେଷଶାବକଙ୍କ ଯତ୍ନ ସମ୍ବନ୍ଧରେ ପ୍ରାଚୀନ ଜଣକ କହୁଛନ୍ତି ଯେପରି ଏହା ମେଷମାନଙ୍କ ନିମନ୍ତେ ମେଷପାଳକଙ୍କ ଯତ୍ନ ଅଟେ I ଅନ୍ୟଏକ ଅନୁବାଦରେ: “କାରଣ ମେଷଶାବକ ...ସେମାନଙ୍କ ପ୍ରତି ପାଳକ ସଦୃଶ ହେବେ” କିମ୍ବା “କାରଣ ମେଷଶାବକ ...ପାଳକ ଯେପରି ଆପଣା ମେଷମାନଙ୍କର ଯତ୍ନ ନିଅନ୍ତି, ସେପରି ସେମାନଙ୍କର ଯତ୍ନ ନେବେ” (ଦେଖ: rc://*/ta/man/translate/figs-metaphor)

he will guide them to springs of living water

କଅଣ ଜୀବନ ଦିଏ, ସେ ବିଷୟରେ ପ୍ରାଚୀନ ଜଣକ କହୁଛନ୍ତି ଯେପରି ଏହା ଜୀବନ୍ତ ଜଳର ନିର୍ଝର ଅଟେ I ଅନ୍ୟଏକ ଅନୁବାଦରେ: “ପାଳକ ଆପଣା ମେଷମାନଙ୍କୁ କଢାଇ ନେବା ସଦୃଶ ସେ ସେମାନଙ୍କୁ ଜୀବନ୍ତ ଜଳ ନିକଟକୁ କଢାଇ ନେବେ” କିମ୍ବା “ପାଳକ ଯେପରି ଆପଣା ମେଷମାନଙ୍କୁ ଜୀବନ୍ତ ଜଳ ନିକଟକୁ କଢାଇ ନିଅନ୍ତି, ସେପରି ସେ ସେମାନଙ୍କୁ ଜୀବନ ନିକଟକୁ କଢାଇ ନେବେ” (ଦେଖ: rc://*/ta/man/translate/figs-metaphor)

God will wipe away every tear from their eyes

ଏଠାରେ ଲୋତକ ଦୁଃଖକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଲୋତକ ପୋଛିବା ସଦୃଶ ସେମାନଙ୍କର ଦୁଃଖ ପୋଛି ଦେବେ” କିମ୍ବା “ଈଶ୍ବର ସେମାନଙ୍କ ପ୍ରତି ଆଉ ଦୁଃଖ ଦେବା ବିଷୟ ଘଟାଇବେ ନାହିଁ” (ଦେଖ: rc://*/ta/man/translate/figs-metonymy)