or_tn/rev/20/12.md

12 lines
1.0 KiB
Markdown

# the books were opened
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପୁସ୍ତକସବୁ ଫିଟାଇଲେ” (ଦେଖ:[[rc://*/ta/man/translate/figs-activepassive]])
# The dead were judged
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୃତ ହୋଇ ବର୍ତ୍ତମାନ ପୁନର୍ବାର ଜୀବିତ ହୋଇଥିବା ଲୋକମାନଙ୍କୁ ବିଚାର କରିଥିଲେ” (ଦେଖ:[[rc://*/ta/man/translate/figs-activepassive]])
# by what was recorded
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ସେ ଲିପିବଦ୍ଧ କରିଥିଲେ, ତଦ୍ଦ୍ବାରା” (ଦେଖ:[[rc://*/ta/man/translate/figs-activepassive]])