or_tn/rev/20/12.md

1.0 KiB

the books were opened

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ପୁସ୍ତକସବୁ ଫିଟାଇଲେ” (ଦେଖ:rc://*/ta/man/translate/figs-activepassive)

The dead were judged

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୃତ ହୋଇ ବର୍ତ୍ତମାନ ପୁନର୍ବାର ଜୀବିତ ହୋଇଥିବା ଲୋକମାନଙ୍କୁ ବିଚାର କରିଥିଲେ” (ଦେଖ:rc://*/ta/man/translate/figs-activepassive)

by what was recorded

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ସେ ଲିପିବଦ୍ଧ କରିଥିଲେ, ତଦ୍ଦ୍ବାରା” (ଦେଖ:rc://*/ta/man/translate/figs-activepassive)