or_tn/rev/20/03.md

16 lines
1.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# sealed it over him
ଦୂତ କୁଣ୍ଡ ବନ୍ଦକରି ତହିଁ ଉପରେ ମୁଦ୍ରାଙ୍କ ଦେଲେ, ଯେପରି କେହି ତାହା ଫିଟାଇ ପାରିବେ ନାହିଁ I ଅନ୍ୟଏକ ଅନୁବାଦରେ: “ଏହାକୁ ଫିଟାଇବାରୁ ନିବୃତ୍ତ କରିବା ନିମନ୍ତେ ସେ ମୁଦ୍ରାଙ୍କ ଦେଲେ” (ଦେଖ:[[rc://*/ta/man/translate/figs-explicit]])
# deceive the nations
ଏଠାରେ “ଜାତିଗଣ” ପୃଥିବୀର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କ ଗୋଷ୍ଠୀ ସବୁକୁ ଭ୍ରାନ୍ତ କରିବ” (ଦେଖ:[[rc://*/ta/man/translate/figs-metonymy]])
# the thousand years
୧, ବର୍ଷ (ଦେଖ:[[rc://*/ta/man/translate/translate-numbers]])
# he must be set free
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ମୁକ୍ତ କରିବାକୁ ଈଶ୍ବର ଦୂତଙ୍କୁ ଆଜ୍ଞା ଦେବେ” (ଦେଖ:[[rc://*/ta/man/translate/figs-activepassive]])