or_tn/rev/20/03.md

1.3 KiB
Raw Permalink Blame History

sealed it over him

ଦୂତ କୁଣ୍ଡ ବନ୍ଦକରି ତହିଁ ଉପରେ ମୁଦ୍ରାଙ୍କ ଦେଲେ, ଯେପରି କେହି ତାହା ଫିଟାଇ ପାରିବେ ନାହିଁ I ଅନ୍ୟଏକ ଅନୁବାଦରେ: “ଏହାକୁ ଫିଟାଇବାରୁ ନିବୃତ୍ତ କରିବା ନିମନ୍ତେ ସେ ମୁଦ୍ରାଙ୍କ ଦେଲେ” (ଦେଖ:rc://*/ta/man/translate/figs-explicit)

deceive the nations

ଏଠାରେ “ଜାତିଗଣ” ପୃଥିବୀର ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କ ଗୋଷ୍ଠୀ ସବୁକୁ ଭ୍ରାନ୍ତ କରିବ” (ଦେଖ:rc://*/ta/man/translate/figs-metonymy)

the thousand years

୧, ବର୍ଷ (ଦେଖ:rc://*/ta/man/translate/translate-numbers)

he must be set free

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ମୁକ୍ତ କରିବାକୁ ଈଶ୍ବର ଦୂତଙ୍କୁ ଆଜ୍ଞା ଦେବେ” (ଦେଖ:rc://*/ta/man/translate/figs-activepassive)