or_tn/rev/19/21.md

950 B

The rest of them were killed by the sword that came out of the mouth of the one who rode on the horse

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେହି ଅଶ୍ବର ଆରୋହୀ ପଶୁର ଅବଶିଷ୍ଟ ସୈନ୍ୟବାହିନୀକୁ ଆପଣା ମୁଖରୁ ନିର୍ଗତ ଖଡ୍ଗ ଦ୍ବାରା ବଧ କଲେ” (ଦେଖ: rc://*/ta/man/translate/figs-activepassive)

the sword that came out of the mouth

ଖଡ୍ଗର ଧାର ତାହାଙ୍କ ମୁଖରୁ ନିର୍ଗତ ହେଉଥିଲା I ଖଡ୍ଗ ନିଜେ ଚାଳିତ ହେଉ ନଥିଲା I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୧:୧୬ରେ ଅନୁବାଦ କରିଅଛ I