or_tn/rev/19/21.md

8 lines
950 B
Markdown
Raw Permalink Normal View History

2020-11-19 00:15:53 +00:00
# The rest of them were killed by the sword that came out of the mouth of the one who rode on the horse
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେହି ଅଶ୍ବର ଆରୋହୀ ପଶୁର ଅବଶିଷ୍ଟ ସୈନ୍ୟବାହିନୀକୁ ଆପଣା ମୁଖରୁ ନିର୍ଗତ ଖଡ୍ଗ ଦ୍ବାରା ବଧ କଲେ” (ଦେଖ: [[rc://*/ta/man/translate/figs-activepassive]])
# the sword that came out of the mouth
ଖଡ୍ଗର ଧାର ତାହାଙ୍କ ମୁଖରୁ ନିର୍ଗତ ହେଉଥିଲା I ଖଡ୍ଗ ନିଜେ ଚାଳିତ ହେଉ ନଥିଲା I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୧:୧୬](../01/16.md)ରେ ଅନୁବାଦ କରିଅଛ I