or_tn/rev/19/12.md

909 B

His eyes are like a fiery flame

ଯୋହନ ଆରୋହୀଙ୍କ ଚକ୍ଷୁ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ଅଗ୍ନିଶିଖା ସଦୃଶ ତେଜୋମୟ ଥିଲା I (ଦେଖ: rc://*/ta/man/translate/figs-simile)

He has a name written on him

ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ତାହାଙ୍କ ଉପରେ ଗୋଟିଏ ନାମ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

on him that no one knows but himself

ତାହାଙ୍କ ଉପରେ ଲେଖିଛନ୍ତି ଓ କେବଳ ସେ ହିଁ ସେହି ନାମର ଅର୍ଥ ଜାଣନ୍ତି (ଦେଖ: rc://*/ta/man/translate/figs-rpronouns)