or_tn/rev/19/12.md

12 lines
909 B
Markdown
Raw Permalink Normal View History

2020-11-19 00:15:53 +00:00
# His eyes are like a fiery flame
ଯୋହନ ଆରୋହୀଙ୍କ ଚକ୍ଷୁ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ଅଗ୍ନିଶିଖା ସଦୃଶ ତେଜୋମୟ ଥିଲା I (ଦେଖ: [[rc://*/ta/man/translate/figs-simile]])
# He has a name written on him
ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ତାହାଙ୍କ ଉପରେ ଗୋଟିଏ ନାମ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# on him that no one knows but himself
ତାହାଙ୍କ ଉପରେ ଲେଖିଛନ୍ତି ଓ କେବଳ ସେ ହିଁ ସେହି ନାମର ଅର୍ଥ ଜାଣନ୍ତି (ଦେଖ: [[rc://*/ta/man/translate/figs-rpronouns]])