or_tn/rev/19/07.md

28 lines
1.9 KiB
Markdown

# Connecting Statement:
ପୂର୍ବ ପଦରେ ଉଲ୍ଲେଖଥିବା ମହାଜନତାର ଶବ୍ଦ କହିବା ଜାରି ରଖିଛି I
# Let us rejoice
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ସମସ୍ତ ଈଶ୍ବରଙ୍କ ଦାସମାନଙ୍କୁ ବୁଝାଏ I
# give him the glory
ଈଶ୍ବରଙ୍କୁ ଗୌରବ ପ୍ରଦାନ କର କିମ୍ବା “ଈଶ୍ବରଙ୍କୁ ସମ୍ମାନ କର”
# wedding celebration of the Lamb ... his bride has made herself ready
ଏଠାରେ ଯୋହନ ଯୀଶୁ ଓ ତାହାଙ୍କର ଲୋକମାନେ ଅନନ୍ତକାଳ ନିମନ୍ତେ ଏକତ୍ର ହେବା ବିଷୟରେ କହନ୍ତି ଯେପରି ଏହା ଏକ ବିବାହ ଉତ୍ସବ I (ଦେଖ: [[rc://*/ta/man/translate/figs-metaphor]])
# Lamb
ଏହା ଏକ ମେଷଶାବକ I ଏଠାରେ ତାହା ଖ୍ରୀଷ୍ଟଙ୍କର ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୫:୬](../05/06.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# has come
ବର୍ତ୍ତମାନ ରହିଥିବା ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: [[rc://*/ta/man/translate/figs-metaphor]])
# his bride has made herself ready
ଯୋହନ ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେପରି ସେମାନେ ଏକ କନ୍ୟା ସଦୃଶ ଥିଲେ, ଯେ ଆପଣା ବିବାହ ନିମନ୍ତେ ପ୍ରସ୍ତୁତ ହୋଇଅଛି I (ଦେଖ: [[rc://*/ta/man/translate/figs-metaphor]])