or_tn/rev/19/07.md

1.9 KiB

Connecting Statement:

ପୂର୍ବ ପଦରେ ଉଲ୍ଲେଖଥିବା ମହାଜନତାର ଶବ୍ଦ କହିବା ଜାରି ରଖିଛି I

Let us rejoice

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ସମସ୍ତ ଈଶ୍ବରଙ୍କ ଦାସମାନଙ୍କୁ ବୁଝାଏ I

give him the glory

ଈଶ୍ବରଙ୍କୁ ଗୌରବ ପ୍ରଦାନ କର କିମ୍ବା “ଈଶ୍ବରଙ୍କୁ ସମ୍ମାନ କର”

wedding celebration of the Lamb ... his bride has made herself ready

ଏଠାରେ ଯୋହନ ଯୀଶୁ ଓ ତାହାଙ୍କର ଲୋକମାନେ ଅନନ୍ତକାଳ ନିମନ୍ତେ ଏକତ୍ର ହେବା ବିଷୟରେ କହନ୍ତି ଯେପରି ଏହା ଏକ ବିବାହ ଉତ୍ସବ I (ଦେଖ: rc://*/ta/man/translate/figs-metaphor)

Lamb

ଏହା ଏକ ମେଷଶାବକ I ଏଠାରେ ତାହା ଖ୍ରୀଷ୍ଟଙ୍କର ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

has come

ବର୍ତ୍ତମାନ ରହିଥିବା ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: rc://*/ta/man/translate/figs-metaphor)

his bride has made herself ready

ଯୋହନ ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହନ୍ତି ଯେପରି ସେମାନେ ଏକ କନ୍ୟା ସଦୃଶ ଥିଲେ, ଯେ ଆପଣା ବିବାହ ନିମନ୍ତେ ପ୍ରସ୍ତୁତ ହୋଇଅଛି I (ଦେଖ: rc://*/ta/man/translate/figs-metaphor)