or_tn/rev/19/04.md

12 lines
872 B
Markdown

# twenty-four elders
୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୪](../04/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])
# the four living creatures
ଚାରି ଜୀବିତ ପ୍ରାଣୀ କିମ୍ବା “ଚାରି ଜୀବିତ ବସ୍ତୁ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I
# who was seated on the throne
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସିଂହାସନୋପବିଷ୍ଟ” (ଦେଖ: [[rc://*/ta/man/translate/figs-activepassive]])