# twenty-four elders ୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୪](../04/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]]) # the four living creatures ଚାରି ଜୀବିତ ପ୍ରାଣୀ କିମ୍ବା “ଚାରି ଜୀବିତ ବସ୍ତୁ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪:୬](../04/06.md)ରେ ଅନୁବାଦ କରିଅଛ I # who was seated on the throne ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସିଂହାସନୋପବିଷ୍ଟ” (ଦେଖ: [[rc://*/ta/man/translate/figs-activepassive]])