or_tn/rev/19/02.md

16 lines
1.6 KiB
Markdown

# the great prostitute
ଏଠାରେ ଯୋହନ ବାବିଲ ବିଷୟରେ ଉଲ୍ଲେଖ କରୁଛନ୍ତି,ଯାହାର ଦୁଷ୍ଟ ଲୋକମାନେ ସମସ୍ତ ଲୋକମାନଙ୍କ ଉପରେ ଶାସନ କରନ୍ତି ଓ ସେମାନଙ୍କୁ ମିଥ୍ୟା ଦେବତାଗଣର ଉପାସନା କରିବା ନିମନ୍ତେ କଢାଇ ନିଅନ୍ତି I ସେ ବାବିଲର ଦୁଷ୍ଟ ଲୋକମାନଙ୍କ ବିଷୟରେ କହନ୍ତି ଯେପରି ସେ ଜଣେ ମହାବେଶ୍ୟା ଥିଲା I (ଦେଖ: [[rc://*/ta/man/translate/figs-metaphor]])
# who corrupted the earth
ଏଠାରେ “ପୃଥିବୀ” ଶବ୍ଦ ତହିଁର ଅଧିବାସୀମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ପୃଥିବୀର ଲୋକମାନଙ୍କୁ ଭ୍ରଷ୍ଟ କରିଥିଲା”(ଦେଖ: [[rc://*/ta/man/translate/figs-metonymy]])
# the blood of his servants
ଏଠାରେ “ରକ୍ତ” ହତ୍ୟା କରିଥିବାର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଦାସମାନଙ୍କୁ ହତ୍ୟା କରି” (ଦେଖ: [[rc://*/ta/man/translate/figs-metonymy]])
# she herself
ଏହା ବାବିଲକୁ ବୁଝାଏ I ଗୁରୁତ୍ବକୁ ବଢାଇବା ନିମନ୍ତେ ସ୍ବୟଂବାଚକ ସର୍ବନାମ “ଆପଣା” ବ୍ୟବହାର କରାଯାଇଛି I