or_tn/rev/19/02.md

1.6 KiB

the great prostitute

ଏଠାରେ ଯୋହନ ବାବିଲ ବିଷୟରେ ଉଲ୍ଲେଖ କରୁଛନ୍ତି,ଯାହାର ଦୁଷ୍ଟ ଲୋକମାନେ ସମସ୍ତ ଲୋକମାନଙ୍କ ଉପରେ ଶାସନ କରନ୍ତି ଓ ସେମାନଙ୍କୁ ମିଥ୍ୟା ଦେବତାଗଣର ଉପାସନା କରିବା ନିମନ୍ତେ କଢାଇ ନିଅନ୍ତି I ସେ ବାବିଲର ଦୁଷ୍ଟ ଲୋକମାନଙ୍କ ବିଷୟରେ କହନ୍ତି ଯେପରି ସେ ଜଣେ ମହାବେଶ୍ୟା ଥିଲା I (ଦେଖ: rc://*/ta/man/translate/figs-metaphor)

who corrupted the earth

ଏଠାରେ “ପୃଥିବୀ” ଶବ୍ଦ ତହିଁର ଅଧିବାସୀମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ପୃଥିବୀର ଲୋକମାନଙ୍କୁ ଭ୍ରଷ୍ଟ କରିଥିଲା”(ଦେଖ: rc://*/ta/man/translate/figs-metonymy)

the blood of his servants

ଏଠାରେ “ରକ୍ତ” ହତ୍ୟା କରିଥିବାର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଦାସମାନଙ୍କୁ ହତ୍ୟା କରି” (ଦେଖ: rc://*/ta/man/translate/figs-metonymy)

she herself

ଏହା ବାବିଲକୁ ବୁଝାଏ I ଗୁରୁତ୍ବକୁ ବଢାଇବା ନିମନ୍ତେ ସ୍ବୟଂବାଚକ ସର୍ବନାମ “ଆପଣା” ବ୍ୟବହାର କରାଯାଇଛି I