or_tn/rev/18/intro.md

2.0 KiB

ପ୍ରକାଶିତ ବାକ୍ୟ ୧୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧-୮ ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଭାବବାଣୀ

ଦୂତ ବାବିଲର ପତନ ବିଷୟରେ ଭାବବାଣୀ କରୁଛନ୍ତି, ଏଠାରେ ଯାହାର ଅର୍ଥ ଧ୍ବଂସ ହୋଇଯିବା I ଏହା ପୂର୍ବରୁ ହୋଇସାରିଥିବା ପରି ଏଠାରେ କୁହାଯାଇଛି I ଏହା ଭାବବାଣୀ ଗୁଡିକରେ ଏକ ସାଧାରଣ ବିଷୟ ଅଟେ I ଏହା ଗୁରୁତ୍ବାରୋପ କରେ ଯେ ଆଗାମୀ ବିଚାର ନିଶ୍ଚୟ ଘଟିବ I ଦୂତ ମଧ୍ୟ ଭାବବାଣୀ କହୁଛନ୍ତି ଯେ ଲୋକମାନେ ବାବିଲର ପତନରେ ବିଳାପ କରିବେ I (ଦେଖ: [[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/judge]] ଓ rc://*/ta/man/translate/writing-apocalypticwriting)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ଭାବବାଣୀ ବାରମ୍ବାର ରୂପକଗୁଡିକୁ ବ୍ୟବହାର କରିଥାଏ I ଏହି ଅଧ୍ୟାୟ ସମୁଦାୟ ପ୍ରକାଶିତ ବାକ୍ୟ ପୁସ୍ତକଠାରୁ ଅଳ୍ପ ଭିନ୍ନ ଭାବରେ ଦୈବୀଘଟଣା ଶୈଳୀକୁ ବ୍ୟବହାର କରୁଅଛି I (ଦେଖ: rc://*/ta/man/translate/figs-metaphor)