18 lines
2.0 KiB
Markdown
18 lines
2.0 KiB
Markdown
|
# ପ୍ରକାଶିତ ବାକ୍ୟ ୧୮ ସାଧାରଣ ସୂଚନା
|
||
|
|
||
|
## ଗଠନ ପ୍ରଣାଳୀ ଓ ଆକୃତି
|
||
|
|
||
|
କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧-୮ ପଦରେ ତାହା କରୁଅଛି I
|
||
|
|
||
|
## ଏହି ଅଧ୍ୟାୟର ବିଶେଷ ଧାରଣା
|
||
|
|
||
|
### ଭାବବାଣୀ
|
||
|
|
||
|
ଦୂତ ବାବିଲର ପତନ ବିଷୟରେ ଭାବବାଣୀ କରୁଛନ୍ତି, ଏଠାରେ ଯାହାର ଅର୍ଥ ଧ୍ବଂସ ହୋଇଯିବା I ଏହା ପୂର୍ବରୁ ହୋଇସାରିଥିବା ପରି ଏଠାରେ କୁହାଯାଇଛି I ଏହା ଭାବବାଣୀ ଗୁଡିକରେ ଏକ ସାଧାରଣ ବିଷୟ ଅଟେ I ଏହା ଗୁରୁତ୍ବାରୋପ କରେ ଯେ ଆଗାମୀ ବିଚାର ନିଶ୍ଚୟ ଘଟିବ I ଦୂତ ମଧ୍ୟ ଭାବବାଣୀ କହୁଛନ୍ତି ଯେ ଲୋକମାନେ ବାବିଲର ପତନରେ ବିଳାପ କରିବେ I (ଦେଖ: [[rc://*/tw/dict/bible/kt/prophet]] ଓ [[rc://*/tw/dict/bible/kt/judge]] ଓ [[rc://*/ta/man/translate/writing-apocalypticwriting]])
|
||
|
|
||
|
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
|
||
|
|
||
|
### ରୂପକ
|
||
|
|
||
|
ଭାବବାଣୀ ବାରମ୍ବାର ରୂପକଗୁଡିକୁ ବ୍ୟବହାର କରିଥାଏ I ଏହି ଅଧ୍ୟାୟ ସମୁଦାୟ ପ୍ରକାଶିତ ବାକ୍ୟ ପୁସ୍ତକଠାରୁ ଅଳ୍ପ ଭିନ୍ନ ଭାବରେ ଦୈବୀଘଟଣା ଶୈଳୀକୁ ବ୍ୟବହାର କରୁଅଛି I (ଦେଖ: [[rc://*/ta/man/translate/figs-metaphor]])
|