or_tn/rev/18/18.md

661 B

General Information:

ଏହି ପଦ ଗୁଡିକରେ “ସେମାନେ” ଶବ୍ଦ ନାବିକ ଓ ସମୁଦ୍ରରେ ଗତାୟାତକାରୀମାନଙ୍କୁ ଓ “ତାହାର” ଶବ୍ଦ ବାବିଲକୁ ବୁଝାଏ I

What city is like the great city?

ଏହି ପ୍ରଶ୍ନ ଲୋକମାନଙ୍କୁ ବାବିଲ ନଗରୀର ମହାନତାକୁ ଦେଖାଏ I ଅନ୍ୟଏକ ଅନୁବାଦରେ: “ବାବିଲ ମହାନଗରୀ ତୁଲ୍ୟ ଆଉ କୌଣସି ନଗରୀ ନାହି!” (ଦେଖ: rc://*/ta/man/translate/figs-rquestion)