or_tn/rev/18/18.md

8 lines
661 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦ ଗୁଡିକରେ “ସେମାନେ” ଶବ୍ଦ ନାବିକ ଓ ସମୁଦ୍ରରେ ଗତାୟାତକାରୀମାନଙ୍କୁ ଓ “ତାହାର” ଶବ୍ଦ ବାବିଲକୁ ବୁଝାଏ I
# What city is like the great city?
ଏହି ପ୍ରଶ୍ନ ଲୋକମାନଙ୍କୁ ବାବିଲ ନଗରୀର ମହାନତାକୁ ଦେଖାଏ I ଅନ୍ୟଏକ ଅନୁବାଦରେ: “ବାବିଲ ମହାନଗରୀ ତୁଲ୍ୟ ଆଉ କୌଣସି ନଗରୀ ନାହି!” (ଦେଖ: [[rc://*/ta/man/translate/figs-rquestion]])