or_tn/rev/18/16.md

20 lines
2.4 KiB
Markdown

# the great city that was dressed in fine linen
ଏହି ସମଗ୍ର ଅଧ୍ୟାୟରେ, ବାବିଲକୁ ଯେପରି ଜଣେ ସ୍ତ୍ରୀଲୋକ ଭାବରେ କୁହାଯାଇଛି I ବଣିକମାନେ ବାବିଲକୁ ସୂକ୍ଷ୍ମ ବସ୍ତ୍ରରେ ପରିହିତା ସ୍ବରୁପ କହୁଛନ୍ତି, କାରଣ ସେଥିର ଲୋକମାନେ ସୂକ୍ଷ୍ମବସ୍ତ୍ରରେ ପରିହିତ ଥିଲେ I ଅନ୍ୟଏକ ଅନୁବାଦରେ: “ସୂକ୍ଷ୍ମ ବସ୍ତ୍ରରେ ପରିହିତା ଜଣେ ସ୍ତ୍ରୀଲୋକ ସଦୃଶ ମହାନଗରୀ” କିମ୍ବା “ସେହି ମହାନଗରୀ, ଯହିଁର ସ୍ତ୍ରୀଲୋକମାନେ ସୂକ୍ଷ୍ମବସ୍ତ୍ରରେ ପରିହିତା ଥିଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
# that was dressed in fine linen
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ସୂକ୍ଷ୍ମ ବସ୍ତ୍ରରେ ପରିହିତା ଥିଲେ” (ଦେଖ: [[rc://*/ta/man/translate/figs-activepassive]])
# was adorned with gold
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୁବର୍ଣ୍ଣରେ ଆପଣାକୁ ଭୂଷିତା କରିଅଛି” କିମ୍ବା “ସୁବର୍ଣ୍ଣରେ ଆପଣା ଆପଣାକୁ ଭୂଷିତା କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# precious jewels
ବହୁମୂଲ୍ୟ ମଣି କିମ୍ବା “ସଂରକ୍ଷିତ ମଣି”
# pearls
ସୁନ୍ଦର ଓ ବହୁମୂଲ୍ୟ ଶୁକ୍ଲ ମଣି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ଛୋଟ ଜୀବର ଶାମୁକା ଭିତରେ ଗଠିତ ହୋଇଥାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୭:୪](../17/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-unknown]])