or_tn/rev/18/16.md

2.4 KiB

the great city that was dressed in fine linen

ଏହି ସମଗ୍ର ଅଧ୍ୟାୟରେ, ବାବିଲକୁ ଯେପରି ଜଣେ ସ୍ତ୍ରୀଲୋକ ଭାବରେ କୁହାଯାଇଛି I ବଣିକମାନେ ବାବିଲକୁ ସୂକ୍ଷ୍ମ ବସ୍ତ୍ରରେ ପରିହିତା ସ୍ବରୁପ କହୁଛନ୍ତି, କାରଣ ସେଥିର ଲୋକମାନେ ସୂକ୍ଷ୍ମବସ୍ତ୍ରରେ ପରିହିତ ଥିଲେ I ଅନ୍ୟଏକ ଅନୁବାଦରେ: “ସୂକ୍ଷ୍ମ ବସ୍ତ୍ରରେ ପରିହିତା ଜଣେ ସ୍ତ୍ରୀଲୋକ ସଦୃଶ ମହାନଗରୀ” କିମ୍ବା “ସେହି ମହାନଗରୀ, ଯହିଁର ସ୍ତ୍ରୀଲୋକମାନେ ସୂକ୍ଷ୍ମବସ୍ତ୍ରରେ ପରିହିତା ଥିଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

that was dressed in fine linen

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ସୂକ୍ଷ୍ମ ବସ୍ତ୍ରରେ ପରିହିତା ଥିଲେ” (ଦେଖ: rc://*/ta/man/translate/figs-activepassive)

was adorned with gold

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୁବର୍ଣ୍ଣରେ ଆପଣାକୁ ଭୂଷିତା କରିଅଛି” କିମ୍ବା “ସୁବର୍ଣ୍ଣରେ ଆପଣା ଆପଣାକୁ ଭୂଷିତା କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

precious jewels

ବହୁମୂଲ୍ୟ ମଣି କିମ୍ବା “ସଂରକ୍ଷିତ ମଣି”

pearls

ସୁନ୍ଦର ଓ ବହୁମୂଲ୍ୟ ଶୁକ୍ଲ ମଣି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାର ଛୋଟ ଜୀବର ଶାମୁକା ଭିତରେ ଗଠିତ ହୋଇଥାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୭:୪ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-unknown)