or_tn/rev/18/12.md

2.2 KiB

precious stone, pearls

ଅନେକ ପ୍ରକାର ବହୁମୂଲ୍ୟ ପ୍ରସ୍ତର I ଦେଖ ତୁମେ ଏଗୁଡିକୁ କିପରି ପ୍ରକାଶିତ ବାକ୍ୟ ୧୭:୪ରେ ଅନୁବାଦ କରିଅଛ I

fine linen

ମସୀନାରୁ ନିର୍ମିତ ବହୁମୂଲ୍ୟ ବସ୍ତ୍ର I ଦେଖ ତୁମେ “ସୂକ୍ଷ୍ମ ବସ୍ତ୍ର”କୁ କିପରି ପ୍ରକାଶିତ ବାକ୍ୟ ୧୫:୬ରେ ଅନୁବାଦ କରିଅଛ I

purple, silk, scarlet

କୃଷ୍ଣ ଲୋହିତ ବସ୍ତ୍ର ଏକ ଗାଢ଼ ଲାଲ୍ ବର୍ଣ୍ଣର ଅତି ବହୁମୂଲ୍ୟ ବସ୍ତ୍ର I ପଟ୍ଟ ବସ୍ତ୍ର ସୂକ୍ଷ୍ମ ସୂତ୍ରରୁ ତିଆରି ଏକ କୋମଳ, ଦୃଢ଼ ତନ୍ତୁ ବସ୍ତ୍ର; ସେହି ସୂକ୍ଷ୍ମ ସୂତ୍ର, ପୋକ ସବୁ ସେମାନଙ୍କ କୋଷାଗୁଡିକ ତିଆରି କରିବା ସମୟରେ ତିଆରି କରିଥାନ୍ତି I ସିନ୍ଦୁର ବର୍ଣ୍ଣ ବସ୍ତ୍ର ଏକ ବହୁମୂଲ୍ୟ ଲାଲ୍ ବର୍ଣ୍ଣର ବସ୍ତ୍ର I (ଦେଖ: rc://*/ta/man/translate/translate-unknown)

every vessel of ivory

ହସ୍ତୀଦନ୍ତ ନିର୍ମିତ ସର୍ବପ୍ରକାର ପାତ୍ର

ivory

ଏକ ସୁନ୍ଦର ଦୃଢ଼, ଶ୍ବେତ ବର୍ଣ୍ଣର ବସ୍ତୁ ଯାହା ଲୋକମାନେ ହସ୍ତୀ କିମ୍ବା ସାମୁଦ୍ରିକ ସିଲ୍ ସଦୃଶ ବୃହତ୍ ପଶୁର ଦାନ୍ତରୁ ପାଇଥାନ୍ତି I ଅନ୍ୟଏକ ଅନୁବାଦରେ: “ହସ୍ତୀ ଦନ୍ତ” କିମ୍ବା “ବହୁମୂଲ୍ୟ ପଶୁର ଦାନ୍ତ” (ଦେଖ: rc://*/ta/man/translate/translate-unknown)

marble

ଗୃହ ନିର୍ମାଣ ସକାଶେ ବ୍ୟବହୃତ ହେଉଥିବା ଏକ ବହୁମୂଲ୍ୟ ପ୍ରସ୍ତର (ଦେଖ: rc://*/ta/man/translate/translate-unknown)