or_tn/rev/15/06.md

737 B

the seven angels holding the seven plagues

ଏହି ଦୂତମାନେ ସପ୍ତ କ୍ଲେଶକୁ ଧରିଥିବା ଦେଖାଯାଏ, କାରଣ ପ୍ରକାଶିତ ବାକ୍ୟ ୧୭:୭ରେ ଈଶ୍ବରଙ୍କ କ୍ରୋଧରେ ପୂର୍ଣ୍ଣ ଥିବା ସପ୍ତପାତ୍ର ସେମାନଙ୍କୁ ଦତ୍ତ ହୋଇଥିଲା I

linen

ମସୀନାରେ ନିର୍ମିତ ଏକ ସୂକ୍ଷ୍ମ, ବହୁମୂଲ୍ୟ ବସ୍ତ୍ର

sashes

ଏକ ପଟୁକା ଏକ କାନ୍ଧ ବା ବକ୍ଷ ଅଞ୍ଚଳରେ ପକାଉଥିବା ଏକ ସୁସଜ୍ଜିତ ବସ୍ତ୍ର ଖଣ୍ଡ I