or_tn/rev/18/10.md

1.0 KiB

afraid of her torment

ଗୁଣବାଚକ ବିଶେଷ୍ୟ “ଯନ୍ତ୍ରଣା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ଭୟଭୀତ ଯେ ସେମାନେ ବାବିଲ ସଦୃଶ ଯନ୍ତ୍ରଣା ଭୋଗ କରିବେ” କିମ୍ବା “ଭୟଭୀତ ଯେ ସେ ଯେପରି ବାବିଲକୁ ଯନ୍ତ୍ରଣା ଦିଅନ୍ତି, ସେପରି ଈଶ୍ବର ସେମାନଙ୍କୁ ଯନ୍ତ୍ରଣା ଦେବେ” (ଦେଖ: rc://*/ta/man/translate/figs-abstractnouns)

Woe, woe

ଗୁରୁତ୍ବ ଦେବା ନିମନ୍ତେ ଏହାକୁ ପୁନରାବୃତ୍ତି କରାଯାଇଛି I

your punishment has come

ବର୍ତ୍ତମାନ ରହିଥିବା ବିଷୟଟିକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: rc://*/ta/man/translate/figs-metaphor)