or_tn/rev/18/10.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# afraid of her torment
ଗୁଣବାଚକ ବିଶେଷ୍ୟ “ଯନ୍ତ୍ରଣା”କୁ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ; “ଭୟଭୀତ ଯେ ସେମାନେ ବାବିଲ ସଦୃଶ ଯନ୍ତ୍ରଣା ଭୋଗ କରିବେ” କିମ୍ବା “ଭୟଭୀତ ଯେ ସେ ଯେପରି ବାବିଲକୁ ଯନ୍ତ୍ରଣା ଦିଅନ୍ତି, ସେପରି ଈଶ୍ବର ସେମାନଙ୍କୁ ଯନ୍ତ୍ରଣା ଦେବେ” (ଦେଖ: [[rc://*/ta/man/translate/figs-abstractnouns]])
# Woe, woe
ଗୁରୁତ୍ବ ଦେବା ନିମନ୍ତେ ଏହାକୁ ପୁନରାବୃତ୍ତି କରାଯାଇଛି I
# your punishment has come
ବର୍ତ୍ତମାନ ରହିଥିବା ବିଷୟଟିକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: [[rc://*/ta/man/translate/figs-metaphor]])