or_tn/rev/18/03.md

1.8 KiB

all the nations

ଏହି ଦେଶଗୁଡିକ ଦେଶର ଲୋକମାନଙ୍କ ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ସମସ୍ତ ଦେଶଗୁଡିକର ଲୋକମାନେ” (ଦେଖ: rc://*/ta/man/translate/figs-metonymy)

have drunk the wine of her immoral passion

ତାହାର ବ୍ୟଭିଚାର ରୂପ କମାଭିଲାଷରେ ସହଭାଗୀ ହେବାର ଏହା ଏକ ଚିହ୍ନ ଅଟେ I ଅନ୍ୟଏକ ଅନୁବାଦରେ: “ବ୍ୟଭିଚାରରୂପ ଅଶୁଚିତାରେ ତାହାର ସଦୃଶ ହୋଇଅଛି” କିମ୍ବା “ବ୍ୟଭିଚାରରୂପ ପାପରେ ତାହାର ସଦୃଶ ମତ୍ତ ହୋଇଅଛି” (ଦେଖ: rc://*/ta/man/translate/writing-symlanguage)

her immoral passion

ବାବିଲ ବିଷୟରେ କୁହାଯାଇଛି ଯେପରି ଏହା ଏକ ବେଶ୍ୟା ଯେ କି ଅନ୍ୟମାନଙ୍କୁ ଆପଣା ସହିତ ପାପ କରିବାକୁ ପ୍ରବର୍ତ୍ତାଇଛି I ଏହାର ଦୁଇ ପ୍ରକାର ଅର୍ଥ ଥାଇପାରେ: ଆକ୍ଷରିକ ବ୍ୟଭିଚାରରୂପ ଅନୈତିକତା ଓ ମିଥ୍ୟା ଦେବତାଗଣର ଉପାସନା I (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])

merchants

ଜଣେ ବଣିକ ସେହି ବ୍ୟକ୍ତି ଅଟେ ଯେ କି ଜିନିଷପତ୍ର ବିକ୍ରୟ କରିଥାଏ I

from the power of her sensual way of living

କାରଣ ସେ ବ୍ୟଭିଚାରରୂପ ଅଶୁଚିତାରେ ଅତ୍ୟଧିକ ଅର୍ଥ ବ୍ୟୟ କରିଅଛି