or_tn/rev/18/03.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# all the nations
ଏହି ଦେଶଗୁଡିକ ଦେଶର ଲୋକମାନଙ୍କ ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ସମସ୍ତ ଦେଶଗୁଡିକର ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]])
# have drunk the wine of her immoral passion
ତାହାର ବ୍ୟଭିଚାର ରୂପ କମାଭିଲାଷରେ ସହଭାଗୀ ହେବାର ଏହା ଏକ ଚିହ୍ନ ଅଟେ I ଅନ୍ୟଏକ ଅନୁବାଦରେ: “ବ୍ୟଭିଚାରରୂପ ଅଶୁଚିତାରେ ତାହାର ସଦୃଶ ହୋଇଅଛି” କିମ୍ବା “ବ୍ୟଭିଚାରରୂପ ପାପରେ ତାହାର ସଦୃଶ ମତ୍ତ ହୋଇଅଛି” (ଦେଖ: [[rc://*/ta/man/translate/writing-symlanguage]])
# her immoral passion
ବାବିଲ ବିଷୟରେ କୁହାଯାଇଛି ଯେପରି ଏହା ଏକ ବେଶ୍ୟା ଯେ କି ଅନ୍ୟମାନଙ୍କୁ ଆପଣା ସହିତ ପାପ କରିବାକୁ ପ୍ରବର୍ତ୍ତାଇଛି I ଏହାର ଦୁଇ ପ୍ରକାର ଅର୍ଥ ଥାଇପାରେ: ଆକ୍ଷରିକ ବ୍ୟଭିଚାରରୂପ ଅନୈତିକତା ଓ ମିଥ୍ୟା ଦେବତାଗଣର ଉପାସନା I (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-metaphor]])
# merchants
ଜଣେ ବଣିକ ସେହି ବ୍ୟକ୍ତି ଅଟେ ଯେ କି ଜିନିଷପତ୍ର ବିକ୍ରୟ କରିଥାଏ I
# from the power of her sensual way of living
କାରଣ ସେ ବ୍ୟଭିଚାରରୂପ ଅଶୁଚିତାରେ ଅତ୍ୟଧିକ ଅର୍ଥ ବ୍ୟୟ କରିଅଛି