or_tn/rev/17/11.md

1.0 KiB
Raw Permalink Blame History

it is one of those seven kings

ସମ୍ଭାବିତ ଅର୍ଥଗୁଡିକ ୧) ପଶୁ ଦୁଇଥର ରାଜ୍ୟ କରୁଛି: ପ୍ରଥମେ, ସପ୍ତରାଜା ମଧ୍ୟରୁ ଜଣେ ରାଜା ଭାବରେ କିମ୍ବା ) ପଶୁ ସେହି ସପ୍ତରାଜାମାନଙ୍କ ଦଳର ଅଟନ୍ତି, କାରଣ ସେ ସେମାନଙ୍କ ସଦୃଶ ଅଟନ୍ତି I

it is going to destruction

ଭବିଷ୍ୟତରେ କ’ଣ ଘଟିବ, ତହିଁର ନିଶ୍ଚୟତା ବିଷୟରେ କୁହାଯାଇଛି ଯେପରି ପଶୁ ତାହା କରିବାକୁ ଯାଉଛି I ଅନ୍ୟଏକ ଅନୁବାଦରେ: “ଏହା ନିଶ୍ଚିତଭାବରେ ବିନଷ୍ଟ ହେବ” କିମ୍ବା “ଈଶ୍ବର ନିଶ୍ଚିତଭାବରେ ଏହାର ବିନାଶ କରିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])