# it is one of those seven kings ସମ୍ଭାବିତ ଅର୍ଥଗୁଡିକ ୧) ପଶୁ ଦୁଇଥର ରାଜ୍ୟ କରୁଛି: ପ୍ରଥମେ, ସପ୍ତରାଜା ମଧ୍ୟରୁ ଜଣେ ରାଜା ଭାବରେ କିମ୍ବା ୨) ପଶୁ ସେହି ସପ୍ତରାଜାମାନଙ୍କ ଦଳର ଅଟନ୍ତି, କାରଣ ସେ ସେମାନଙ୍କ ସଦୃଶ ଅଟନ୍ତି I # it is going to destruction ଭବିଷ୍ୟତରେ କ’ଣ ଘଟିବ, ତହିଁର ନିଶ୍ଚୟତା ବିଷୟରେ କୁହାଯାଇଛି ଯେପରି ପଶୁ ତାହା କରିବାକୁ ଯାଉଛି I ଅନ୍ୟଏକ ଅନୁବାଦରେ: “ଏହା ନିଶ୍ଚିତଭାବରେ ବିନଷ୍ଟ ହେବ” କିମ୍ବା “ଈଶ୍ବର ନିଶ୍ଚିତଭାବରେ ଏହାର ବିନାଶ କରିବେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])