or_tn/rev/17/06.md

859 B

General Information:

ଦୂତ ଯୋହନଙ୍କୁ ବେଶ୍ୟା ଓ ଲୋହିତ ବର୍ଣ୍ଣ ପଶୁର ଅର୍ଥ ବୁଝାଇବାକୁ ଆରମ୍ଭ କରୁଛନ୍ତି I ଦୂତ ୧୮ ପଦରୁ ଆରମ୍ଭ କରି ସେସବୁ ବୁଝାଉଛନ୍ତି I

was drunk with the blood ... and with the blood

ମତ୍ତ ହୋଇଥିଲା କାରଣ ସେ ରକ୍ତ ପାନ କରିଥିଲା ...ଓ ରକ୍ତ ପାନ କରିଥିଲା

the martyrs for Jesus

ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିବା ସକାଶୁ ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନେ

astonished

ଆଚମ୍ବିତ ହେଲି, ଆଶ୍ଚର୍ଯ୍ୟାନ୍ବିତ ହେଲି