# General Information: ଦୂତ ଯୋହନଙ୍କୁ ବେଶ୍ୟା ଓ ଲୋହିତ ବର୍ଣ୍ଣ ପଶୁର ଅର୍ଥ ବୁଝାଇବାକୁ ଆରମ୍ଭ କରୁଛନ୍ତି I ଦୂତ ୧୮ ପଦରୁ ଆରମ୍ଭ କରି ସେସବୁ ବୁଝାଉଛନ୍ତି I # was drunk with the blood ... and with the blood ମତ୍ତ ହୋଇଥିଲା କାରଣ ସେ ରକ୍ତ ପାନ କରିଥିଲା ...ଓ ରକ୍ତ ପାନ କରିଥିଲା # the martyrs for Jesus ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିବା ସକାଶୁ ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନେ # astonished ଆଚମ୍ବିତ ହେଲି, ଆଶ୍ଚର୍ଯ୍ୟାନ୍ବିତ ହେଲି