or_tn/rev/17/02.md

8 lines
946 B
Markdown

# It is with the wine of her sexual immorality that the earth's inhabitants became drunk
ମଦିରା ବ୍ୟଭିଚାର ରୂପ ଅଶୁଚିତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାର ମଦିରା ପାନ କରି ପୃଥିବୀର ଲୋକମାନେ ମତ୍ତ ହୋଇ ଅଛନ୍ତି, ଅର୍ଥାତ୍, ସେମାନେ ବ୍ୟଭିଚାର କାର୍ଯ୍ୟରେ ଅଶୁଚି ହୋଇ ଅଛନ୍ତି” (ଦେଖ: [[rc://*/ta/man/translate/figs-distinguish]] ଓ [[rc://*/ta/man/translate/writing-symlanguage]])
# her sexual immorality
ଏହାର ଦୁଇଟି ଅର୍ଥ ଥାଇପାରେ: ଲୋକମାନଙ୍କ ମଧ୍ୟରେ ବ୍ୟଭିଚାର ରୂପ ଅଶୁଚିତା ଓ ମିଥ୍ୟା ଦେବତାଗଣର ଉପାସନା I (ଦେଖ: [[rc://*/ta/man/translate/figs-metaphor]])