or_tn/rev/17/02.md

946 B

It is with the wine of her sexual immorality that the earth's inhabitants became drunk

ମଦିରା ବ୍ୟଭିଚାର ରୂପ ଅଶୁଚିତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାର ମଦିରା ପାନ କରି ପୃଥିବୀର ଲୋକମାନେ ମତ୍ତ ହୋଇ ଅଛନ୍ତି, ଅର୍ଥାତ୍, ସେମାନେ ବ୍ୟଭିଚାର କାର୍ଯ୍ୟରେ ଅଶୁଚି ହୋଇ ଅଛନ୍ତି” (ଦେଖ: [[rc:///ta/man/translate/figs-distinguish]] ଓ [[rc:///ta/man/translate/writing-symlanguage]])

her sexual immorality

ଏହାର ଦୁଇଟି ଅର୍ଥ ଥାଇପାରେ: ଲୋକମାନଙ୍କ ମଧ୍ୟରେ ବ୍ୟଭିଚାର ରୂପ ଅଶୁଚିତା ଓ ମିଥ୍ୟା ଦେବତାଗଣର ଉପାସନା I (ଦେଖ: rc://*/ta/man/translate/figs-metaphor)